HomeBreaking news ଦିନ ଦ୍ବିପ୍ରହରେ ପୋଲିସ କୁ ଚାଲେଞ୍ଜ କଲେ ଦୁର୍ବୁତ୍ତ । by Utkalnews7 By utkalnews7 -October 31, 2023 ବାଲୁଗାଁ: ବାଲୁଗାଁ ଥାନା ଅଞ୍ଚଳ ଟିଭିଏସ ଶୋ ରୁମ ସମ୍ମୁଖରୁ ୫୦ ହଜାର ଟଙ୍କା ଝାମ୍ପିଲେ ଦୁର୍ବୁତ୍ତ। ଦିନ ଦ୍ବିପ୍ରହରେ ବାଲୁଗାଁ ପୋଲିସକୁ ଚାଲେଞ୍ଜ ସୋରୁମ୍ ସାମ୍ନାରୁ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । Tags: Breaking news Crime news ବାଲୁଗାଁ ନ୍ୟୁଜ୍ Facebook Twitter