Ad Code

Responsive Advertisement

ଗୋଡିପଡା ତଳମୋଟା ରେ ଯୁବକକୁ ପଥରରେ ଛେଚି ହତ୍ୟା,ପୋଲିସର ତଦନ୍ତ ଆରମ୍ଭ।



ଟାଙ୍ଗୀ,୪/୮,(ଉତ୍କଳ ନ୍ୟୁଜ୍୭):ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗ୍ରାମପଞ୍ଚାୟତ ତଳମୋଟାରେ ଘଟିଛି ଏକ ଲୋମହର୍ଷଣ କାରୀ ହତ୍ୟାକାଣ୍ଡ।ଯୁବକଙ୍କୁ ପଥରରେ ଛେଚି ହତ୍ୟା।ଯୁବକ ଜଣଙ୍କ ଛାତ ଉପରେ ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା।ମୃତ୍ୟୁ ର ଶିକାର ଯୁବକ ଜଣଙ୍କ ତଳମୋଟା ର ରଘୁ ମହାରଣା ଓରଫ ଅକ୍ଷୟ ସାମନ୍ତରାୟ।ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହି ଥିବା ବେଳେ ପରକ୍ରିୟା ପ୍ରିତି ପାଇଁ ହତ୍ୟାକାଣ୍ଡ ହୋଇଥିବା ମୃତକର ସ୍ତ୍ରୀ ଅଭିଯୋଗ କରିଛନ୍ତି। ଜଂକିଆ ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିବା ବେଳେ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜୋରଦାର ରହିଛି।

Post a Comment

0 Comments