ରଣପୁର,୨।୫,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଅମଲା ସଙ୍ଘର କର୍ମଚାରୀ ସମୂହ ଛୁଟି ନେଇ ଦ୍ୱିତୀୟ ଦିନରେ ଶାନ୍ତି ପୂର୍ଣ୍ଣ ଭାବେ ଆଜି ଶୁକ୍ରବାର ସକାଳ ୧୦ଟାରେ ଦୁଇଦିନ ଧରି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ସରକାରଙ୍କ ନିକଟରେ ବେତନ ଲେଭେଲ ଲ ୪ରୁ ଲେଭେଲ ୯କୁ ବୃଦ୍ଧିକୁ କରିବାକୁ ସରକାରଙ୍କ ପାଖରେ ଦାବି ରଖିଛନ୍ତି।ଅମଲା ସଙ୍ଘରଆନ୍ଦୋଳନରେ ବସିଥିବା ବେଳେ ପ୍ରଶାସନ ଏପର୍ଯ୍ୟନ୍ତ ସେନାମାଙ୍କ ନିକଟରେ ନ ପହଂଚିବା ସହିତ ଏପଯ୍ୟନ୍ତ ଅନିଦ୍ଧିଷ୍ଟ ପର୍ଯନ୍ତ ଧାରଣାରେ ବସିଛନ୍ତି।

0 Comments