ପୁରୀରେ ପତ୍ନୀଙ୍କ ସହ ଜଗନ୍ନାଥଙ୍କ ଦର୍ଶନ କଲେ,୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ।

utkalnews7
By
0

ପୁରୀ,(ଉତ୍କଳ ନ୍ୟୁଜ୍୭),୨୩/୦୭:ପୁରୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଆଜି ସକାଳୁ ସେ  ପତ୍ନୀଙ୍କ ସହ ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସେ ପୁରୀ ପହଞ୍ଚି ଶ୍ରୀମନ୍ଦିରକୁ ଯାଇଥିବା ବେଳେ ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ଦର୍ଶନ ସାରି ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି।

Tags:

Post a Comment

0 Comments

Please Select Embedded Mode To show the Comment System.*