ନିର୍ଭିକ ସାମ୍ବାଦିକ କିଶ୍ବର ଚନ୍ଦ୍ର ମହାପାତ୍ର ପରିବାରକୁ ଭେଟିଲେ ନୟାଗଡ଼ Bjp ନେତ୍ରୀ ଇରାନୀ ରାୟ।


ନୟାଗଡ଼,୧୨।୯,(ଉତ୍କଳ ନ୍ୟୁଜ୍୭): ସମସ୍ତେ ଜଣିଛେ ଓଡିଶାରେ ବହୁତ ନିର୍ଭିକ ସାମ୍ବାଦିକ ଅଛନ୍ତି l ସେଥିମଧ୍ୟରୁ ନୟାଗଡ଼ର ନିର୍ଭିକ ସାମ୍ବାଦିକ ଭାବେ ପରିଗଣିତ ହେଉଛନ୍ତି କିଶ୍ବର ଚନ୍ଦ୍ର ମହାପାତ୍ର l ମୁହାପାତ୍ରଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତାପ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ନୟାଗଡ଼ର ବିଜେପି ନେତ୍ରୀ ଇରାନୀ ରାୟ l ମହାପାତ୍ରଙ୍କର ଦେହ ଖରାପ ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କାରରାଯାଇଥିଲା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏ ମ ସ ହସିପିଟାଲକୁ ସ୍ଥାନତାରିତ କରାଯାଇଥିଲା l ସେଠଟାରେ ସ୍ୱାସ୍ଥ୍ୟ ଅବସ୍ଥା ନବଦଳିବାରୁ ଘରୋଇ ହସିପିଟାଲ କିମ୍ସ ନେବା ପରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଛି ବୋଲି କହିଥିଲେ l ସେହି ହସିପିଟାଲରେ ମହାପାତ୍ର ଶେଷ ନିଶ୍ୱାସ ତ୍ୟାଗ କରିବାପରେ ତାଙ୍କୁ ନୟାଗଡ଼କୁ ଆଣି ସସମ୍ନାନ ସହ ଶେଷକୃତ୍ୟ ସମ୍ପର୍ଣ୍ଣ କରା ଯାଇଥିଲା l

Previous Post Next Post