କେନ୍ଦୁଝର,୧୭।୦୭,(ଉତ୍କଳ ନ୍ୟୁଜ୍୭) : ଦିନକୁ ଦିନ ରାଜ୍ୟରେ ବଙ୍ଗାଳୀ ମିସ୍ତ୍ରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀକୁ ଅପହରଣ ବେଳେ ବଙ୍ଗାଳୀ ମିସ୍ତ୍ରୀକୁ ମାଡି ବସିଲେ ବଜରଙ୍ଗୀ ଦଳ। କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଅପହରଣକାରୀକୁ ପୋଲିସ ଜିମା ଦିଆଯାଇଛି।ସୂଚନାଯୋଗ୍ୟ ଯେ, ବିହାର କଡ଼ମା ଥାନା ବଲିୟାସର ମହମ୍ମଦ ଦିଲଦାର ନାମକ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରି ନେଉଥିବା ବେଳେ ବଡ଼ବିଲ ବସଷ୍ଟାଣ୍ଡରେ ଧରା ପଡିଛନ୍ତି। ବଜରଙ୍ଗ ଦଳ ମହମ୍ମଦ ଦିଲଦାରକୁ ପୋଲିସ ଜିମା ଦେବା ସହ ନାବାଳିକା ଛାତ୍ରୀର ବୟସ ୧୩ ବର୍ଷ ହୋଇଥିବା ବେଳେ ଏନେଇ ଟାଉନ ଥାନାରେ ଏନେଇ ଅପହରଣ ଅଭିଯୋଗ ହୋଇଥିବା ସୂଚନା ମିଳିଛି।
ବଙ୍ଗାଳୀ ମିସ୍ତ୍ରୀଙ୍କ ନାବାଳିକା ଛାତ୍ରୀକୁ ଅପହରଣ ବେଳେ ଧରିଲା ବଜରଙ୍ଗୀ ଦଳ ।
By
July 17, 2023
0

Tags: