ନୟାଗଡ ରେ ବିଜେପି ବନାମ ବିଜେପି,ସମ୍ବିତ ପାତ୍ର ଙ୍କୁ କଳାପତାକା ପଦର୍ଶନ l

 


ନୟାଗଡ଼,୫।୯,(ଉତ୍କଳ ନ୍ୟୁଜ୍୭) : ଆଜି ନୟାଗଡ ରେ ପୂର୍ବତନ ବିଜେଡି ସାଂସଦ କୁମାର ହେମେନ୍ଦ୍ର କୁମାର ସିଂ ଙ୍କ ନବମ ଶ୍ରାଦ୍ଧ ବାର୍ଷିକ ଦିବସ l ନୟାଗଡ ରାଜ ବାଟିରୁ ଏକ ରାଲି ବାହାରି କୁମାର ହେମନ୍ଦ୍ର ସିଂ ଙ୍କ ପତ୍ରିମୁତ୍ରୀ ରେ ମାଲ୍ୟାପଣ ପାଇଁ ଆସିଥିଲେ l ସମ୍ବିତ ପାତ୍ର ଙ୍କୁ ଦେଖି ବିଜେପି ର କିଛି କର୍ମୀ କଳାପତାକା ପଦର୍ଶନ କରିବା ସହ ଅଣ୍ଡା ମାଡ଼ କରିଥିଲେ l ସମ୍ବିତ ପାତ୍ର ଙ୍କୁ ବିରୋଧ କରିଥିଲେ l ପୋଲିସ ଘଟଣା ସ୍ଥଳରେ ପଂହଁଚି ପରିସ୍ଥିତି କୁ ଆୟତ୍ତ କରିଥିଲା l ନୟାଗଡ ରେ ବିଜେପିର କଳି ଦାଣ୍ଡରେ ପଡ଼ିଲାଣି l ପୂର୍ବତନ ନୟାଗଡ ନିର୍ବାଚନ ମଣ୍ଡଳୀର ବିଜେପି  ନେତ୍ରୀ ଇରାନୀ ରାୟ ତାଙ୍କ ସଂଗଠନ କରୁଛନ୍ତି l ପୂର୍ବତନ ସଂସାଦ ପ୍ରତ୍ୟୁଷା ରାଜସ୍ୱରୀ ସିଂ ସଂଗଠନ କରୁଛନ୍ତି l ଆଜି ଇରାନୀ ରାୟ ଙ୍କ ବାସଭବନ ଠାରେ ବିଜେପି କର୍ମୀ ମାନେ ସମ୍ବିଦ ପାତ୍ର ଙ୍କୁ ବିରୋଧ କରିଥିଲେ l ନୟାଗଡ ରାଜବାଟି ରେ ଏକ ସଭାଆୟୋଜନ ହୋଇଥିଲା l

Previous Post Next Post