ନୟାଗଡ଼ ଜିଲ୍ଲାର ଦୁଇ ଏସିଏଫଙ୍କ ବଦଳି।


ନୟାଗଡ଼,୫।୧୦,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ରୁ ଦୁଇ ଜଣ ଏସିଏଫଙ୍କର ବଦଳି ହୋଇଛି, ନୟାଗଡ଼ ବନ ଖଣ୍ଡ ରେ କାର୍ଯ୍ୟ କରୁଥିବା ଏସିଏଫ ଶ୍ଵେତାଲିନା ସାହୁଙ୍କ ର ଫୁଲୁବାଣୀ, ବନ ଖଣ୍ଡ କୁ ବଦଳି ହୋଇଛି, ସେହିପରି ମହାନଦୀ ୱାଇଲଡ ଲାଇଫରେ କାର୍ଯ୍ୟରତ ଏସିଏଫ ଶୁଭଦର୍ଶିନୀ ମହାନ୍ତିଙ୍କର କୋରାପୁଟ ଜିଲ୍ଲା  ଏସିଏଫ ଭାବେ ବଦଳି ହୋଇଛି, ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରୀ କରିଛନ୍ତି

Previous Post Next Post