ଶକ୍ତି ପ୍ରଦର୍ଶନ କଲେ ବିଜେପି ବିଧାୟକ ପ୍ରାର୍ଥୀ ତାପସ ମାର୍ଥା ।

utkalnews7
By
0


ରଣପୁର,୧୦।୪,(ଉତ୍କଳ ନ୍ୟୁଜ୍୭):ଆଜି ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେପି ନିର୍ବାଚନ ପ୍ରଚାର ଆରମ୍ଭ କରିଛି, ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ନୟାଗଡ଼ ଜିଲ୍ଲା ବିଜେପି  ସଭାପତି ତାପସ ରଞ୍ଜନ ମାର୍ଥା କନ୍ଧନୟାଗଡ ଗ୍ରାମର ଗ୍ରାମ ଦେବତୀ ମା'ଡୋମଣି ଦେବୀ ମନ୍ଦିର ରେ ପୂଜାର୍ଚ୍ଚନା କରି ଆରମ୍ଭ କରିଥିଲେ ନିର୍ବାଚନ ପ୍ରଚାର,ଶହ ଶହ ବିଜେପି କର୍ମୀ ମାନେ ଏକାଠି ହୋଇ ବାଇକ ରାଲି କରି ଚାନ୍ଦପୁର, କନ୍ଧନୟାଗଡ଼, ଚମ୍ପାଗଡ଼, କେରଣ୍ଡାଟାଙ୍ଗୀ, ଜଙ୍କିଆ ଗ୍ରାମ ପଞ୍ଚାୟତ ବୁଲି  ଶକ୍ତି ପଦର୍ଶନ କରିବା ସହିତ ଗ୍ରାମର ବିଭିନ୍ନ ଦୁଆର ଦୁଆର ବୁଲି ଭୋଟର ମାନଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*