ବାଇକ ଦୁର୍ଘଟଣାରେ ସ୍ୱାମୀ ,ସ୍ତ୍ରୀ ଗୁରୁତର ଆହତ ।

utkalnews7
By
0


ବାଲୁଗାଁ,୨୨।୮,(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ନିକଟସ୍ଥ ସିଙ୍ଗିପୁର ଗ୍ରାମ    ୧୬ନଂ ଜାତୀୟ ରାଜପଥ ମଧ୍ୟରେ ବାଇକରୁ ଖସି ପଡି ପିଣ୍ଟୁ ବେହେରା ଓ ତାଙ୍କ ପତ୍ନୀ  ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଗଙ୍ଗାଧରପୁର ଦମକଳ ବାହିନୀର ଅଧିକାରୀ ମନୋଜ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିବା ବେଳେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୃଦ୍ଧ ଦମ୍ପତି ଦ୍ୱୟ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*