Ad Code

Responsive Advertisement

ସାଫ୍ରନ ପବ୍ଲିକ ସ୍କୁଲ ପ‌‌କ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ବଣ୍ଟନ।

 


ରଣପୁର,୨୫।୮,(ଉତ୍କଳ ନ୍ୟୁଜ୍୭)ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ର ଚାନ୍ଦପୁର ସ୍ଥିତ ସାଫ୍ରନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ପ୍ରଧାନ ଆଚର୍ଯ୍ୟା ସୁସ୍ମିତା ସାହୁ ତତ୍ଵାବଧାନରେ ଅନ୍ୟ ଶିକ୍ଷୟତ୍ରୀ ମାନେ ତଥା ବବିତା ରାଣୀ ଚକ୍ରବର୍ତ୍ତୀ ,ସୁଶ୍ରୀ ସଂଗୀତା ସୁନ୍ଦରାୟ, ରାକ୍ଷୀ ସାମନ୍ତରାୟ ସହାୟତାରେ ଖୋର୍ଦ୍ଧା ବ୍ଲକ୍ ଅଧିନସ୍ଥ ଓରମୋରସିଂହ ଓ ନରଣଗଡ ପଞ୍ଚାୟତର ବନ୍ୟା  ବିପନ୍ନ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ।ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ  ଶ୍ରୀନିବାସ ସାହୁ ,ସହ ସଂଯୋଜକ ବଲଭ ଭାଇ ।

Post a Comment

0 Comments