ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ରାକ୍ତଦାନ ଶିବିର ଆୟୋଜିତ ।

utkalnews7
By
0

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ରାକ୍ତଦାନ ଶିବିର ଆୟୋଜିତ ।



ରାଜସୁନାଖଳା,୬।୮,(ଉତ୍କଳ ନ୍ୟୁଜ୍୭): ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅନୁଷ୍ଠାନରେ ପରିସରରେ ଆଜି ରାକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ସକାଳ ୧୦ଘଣ୍ଟିକା ସମୟ ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜସୁନାଖଳା ଗ୍ରାମ ପଂଚାୟତର ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ଶୁଭ ଉଦଘାଟନ କରିବା ସହ ନିଜେ ପ୍ରଥମେ ରକ୍ତଦାନ କରିଥିଲେ. ଓ କାର୍ଯ୍ୟକ୍ରମର ଆବାହକ ଥିଲେ ଶିକ୍ଷା ପ୍ରଥୀଷ୍ଠାନର ଅଧକ୍ଷ ଡ଼ଃ ସୁବାସ ଚନ୍ଦ୍ର ଦାସ, l କାର୍ଯ୍ୟକ୍ରମ କୁ ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ଡାକ୍ତର ପ୍ରିୟ ରଞ୍ଜନ ଷଡ଼ଙ୍ଗୀ,ଅଜୟ କୁମାର ପଟ୍ଟନାୟକଙ୍କ ସହିତ ଶ୍ରୀଯୁକ୍ତ ଗୋବିନ୍ଦ ନାୟକ ବରିଷ୍ଠ ପ୍ରଶିକ୍ଷକ, ଶ୍ରୀଯୁକ୍ତ ବିଜୟ କୁମାର ତ୍ରିପାଠୀ, ଶ୍ରୀ ମନରଞ୍ଜନ ଦସ, ଶ୍ରୀ ବଟ କୃଷ୍ଣ ସାହୁ, ଶ୍ରୀଯୁକ୍ତ ମାନସ କୁମାର ସାହୁ, ଙ୍କ ସମେତ ବୁଶ୍ୱ ରଞ୍ଜନ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ ଏହି ରକ୍ତଦାନ ଶିବିର ରେ ଅନୁଷ୍ଠାନର ଚାଳିଶି ଜଣ ଗୁରୁ ଛାତ୍ର ଛାତ୍ରୀ ମାନେ ମଧ୍ୟ୍ୟ ସହଯୋଗ କରିଥିଲେ, ଅଧକ୍ଷ ଡ଼ଃ ସୁବାସ ଚନ୍ଦ୍ର ଦାସ ଆଜି ପ୍ରାୟ 50 ୟୁନିଟ ଉର୍ଦ୍ଧ ରକ୍ତ ସଂଗ୍ରହ ହେବବୋଲି କହିଛନ୍ତି, ଏହିପରି ଲୋକାଭିମୁଖୀ ସଚେତନ କାର୍ଯ୍ୟକ୍ରମ କୁ ରଣପୁର ବ୍ଲକଶିକ୍ଷକ ମହଲ ସମେତ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*