ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରାଠାରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

utkalnews7
By
0


ରଣପୁର,୨୮।୮,(ଉତ୍କଳ ନ୍ୟୁଜ୍୭): ରାଜ୍ୟରେ ରକ୍ତର ଅଭାବକୁ ଦୂର କରିବା ପାଇଁ  ପ୍ରିନ୍ସ ଫାଉଣ୍ଡେସନର ଅଧକ୍ଷା ଇଂ ରିନା ସାହୁଙ୍କ ୩୨ତମ ଜନ୍ମ ଦିନ ଉପଲକ୍ଷେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୋମବାର ଦିନ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି! ଏହି  ସ୍ବେଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଦାମୋଦର ସାହୁ,ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜଗଦୀଶ ପ୍ରସାଦ ଜେନା ଓ ସାଗରୀକା ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*