Home ରାଜ୍ୟ ନ୍ୟୁଜ୍ କାଲି ସ୍ବେଛାକୃତ ଅବସର ଆଜି ଭି.କେ ପାଣ୍ତିଆନଙ୍କୁ ନୂଆ ଦାୟିତ୍ୱ: ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପ୍ୟାହା। କାଲି ସ୍ବେଛାକୃତ ଅବସର ଆଜି ଭି.କେ ପାଣ୍ତିଆନଙ୍କୁ ନୂଆ ଦାୟିତ୍ୱ: ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପ୍ୟାହା। By utkalnews7 October 24, 2023 0 ଭୁବନେଶ୍ୱର,୨୪।୧୦: ଶାରଦୀୟ ଦଶହରା ପୂଜା ଅବସରରେ ଭି.କେ ପାଣ୍ତିଆନଙ୍କୁ ମିଳିଛି କ୍ୟାବିନେଟ୍ ମନ୍ତ୍ରୀ ପ୍ୟାହା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସର ପ୍ରାପ୍ତ ୨୦୦୦ ମସିହା ଆଇଏସଏସ ଶ୍ରୀ ପାଣ୍ତିଆନଙ୍କୁ ରାଜ୍ୟ ସରକରାଙ୍କ ୫-ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । Tags: Breaking newsଭୁବନେଶ୍ୱର ନ୍ୟୁଜ୍ରାଜନୀତି ହାଲଚାଲ୍ରାଜ୍ୟ ନ୍ୟୁଜ୍ Facebook Twitter Whatsapp Newer Older