କଟକ ଜିଲ୍ଲା ଖବର ସିସୋର୍ ଚିଟ୍ଫଣ୍ଡ୍ ଠକେଇ ମାମଲା,ପ୍ରଶାନ୍ତ ଦାସଙ୍କ ନାଁରେ ଥାନାରେ ଥିବା ୧୯ ମାମଲା ସିବିଆଇ କୋର୍ଟକୁ ଆସିବନି : ଆବେଦନ ଖାରଜ କଲେ ହାଇକୋର୍ଟ । By utkalnews7 July 15, 2023